ବରୀ ରାମଚନ୍ଦ୍ରପୁର: ଶିକ୍ଷକଙ୍କ ବଦଳିକୁ ନେଇ ରତ୍ନଗିରି ସରକାରୀ ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀ ଧାରଣା,ବିଇଓଙ୍କ ପ୍ରତିଶୃତି ପରେ ଆନ୍ଦୋଳନ ପ୍ରତ୍ୟହୃତ
Bari Ramachandrapur, Jajpur | Aug 22, 2025
ଶିକ୍ଷକଙ୍କ ବଦଳିକୁ ନେଇ ରତ୍ନଗିରି ସରକାରୀ ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ଛାତ୍ରଛାତ୍ରୀ ଧାରଣା ଦ୍ୱିତୀୟ ଦିନରେ,ବିଇଓଙ୍କ ପ୍ରତିଶୃତି ପରେ...