ମୋହନା: ଅଡବା ଥାନା ଅନ୍ତର୍ଗତ ଖାରୀଗୁଡା ଗାଁ ନିକଟରେ ଭାରସାମ୍ୟ ହରାଇ ଓଲଟିଲା ପେଟ୍ରୋଲ ବୋଝେଇ ଟେଙ୍କର।
ଅଡବା ଥାନା ଖାରୀଗୁଡା ଗାଁ ନିକଟରେ ଭାରସାମ୍ୟ ହରାଇ ଓଲଟିଲା ପେଟ୍ରୋଲ ବୋଝେଇ ଟେଙ୍କର। ଡ୍ରାଇଭର ସାମାନ୍ୟ ଆହାତ, ପାରାଦ୍ୱୀପ ଠାରୁ ବିଷମକଟକ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି।ଘଟଣା ସ୍ଥଳରେ ଅଡବା ପୋଲିସ ପହଞ୍ଚି ତଦନ୍ତ କରୁଥିବା ବେଳେ ଟେଙ୍କର ରୂ ପେଟ୍ରୋଲ ଲିକେଜ ହୋଇଥିବାରୁ ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି କାଳେ ଅଘଟଣ ହୋଇଯିବ ସେଥିପାଇଁ ଘଟଣା ସ୍ଥଳରେ ଉପସ୍ଥିତ ରହିଛନ୍ତି।ଆଜି ଅପରାହ୍ନ ତିନିଟା ସମୟରେ ଦେଖିବାକୁ ମିଳିଥିଲା