ଆଜି ଜାନୁଆରୀ 29 ତାରିଖ ଗୁରୁବାର ରାତି 9 ଟାରେ ବିସ୍ଥାପିତ ଆନ୍ଦୋଳନ କାରୀଙ୍କ ଅନୁରୋଧ କ୍ରମେ ଏହି ନିଷ୍ପତ୍ତି ନେଇ ଛନ୍ତି ସମାଜସେବୀ ଡାକ୍ତର ହିମାଂଶୁ ଶେଖର ଷଡ଼ଙ୍ଗୀ। ତେବେ ସଦର ବିଧାୟକ ଯୋଗେଶ କୁମାର ସିଂ ମଧ୍ୟ ତାଙ୍କ ସହ ଧାରଣାରେ ବସିବେ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣା ପଡ଼ିଛି। OCPL ଦ୍ବାରା ସର୍ବ ହରା ହୋଇଥିବା ଏହି ବିସ୍ଥାପିତ ମାନେ ଦୀର୍ଘ 15 ବର୍ଷ ଧରି OCPL କମ୍ପାନୀ ନିକଟରେ ତାଙ୍କ ନ୍ୟାର୍ଯ୍ୟ ଦାବୀ କରି ଆସୁଥିଲେ ମଧ୍ୟ କେହି ତାଙ୍କ ଦାବୀ ପ୍ରତି କର୍ଣ୍ଣପାତ କରୁ ନ ଥିବା ଜଣା ପଡିଛି। ତେବେ ଏହି ସମସ୍ୟାର ସମାଧାନ ନେଇ ସେମାନେ ବାରମ୍ବାର ଜିଲ୍ଲାପାଳଙ୍କ ଦପ୍ତର