ରବିବାର କଳାହାଣ୍ଡିର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ପ୍ରଫେସର ଭୂବନେଶ୍ୱର ବେହେରା ମେମୋରିଆଲ୍ ୟୁଥ ଅର୍ଗାନାଇଜେସନର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅମୃତ ମାତୃ ପିତୃ ସେବା ଅନୁଷ୍ଠିତ ହେଇଯାଇଛି।ଆୟୋଜକ ଇନ୍ଦ୍ରାବତୀ ପ୍ରଡ୍ୟୁସର ଗୃପ୍ ଦଳଗୁଡା ଏବଂ ମନୋହରଲାଲ୍ ଦେବୀ ପ୍ରସାଦ ଭବାନୀପାଟଣାର ସହଯୋଗ କ୍ରମେ ଥୁଆମୂଳ ରାମପୁର ବ୍ଲକ ଥୁଆମୁଳ ଆବାସିକ ସରସ୍ବତୀ ଶିଶୁ ମନ୍ଦିରରେ ଏକ ବିଶେଷ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା ।