ପାଳଲହଡା ନିର୍ବାଚନ ମଣ୍ଡଳୀ ପଛୁଆ ଅଞ୍ଚଳ ପାଉଡି ଭୂୟାଁ ଅଧ୍ୟୁଷିତ ୮ଟି ପଞ୍ଚାୟତରର ଯୋଗାଯୋଗରେ ଉର୍ଣ୍ଣତ ମୋବଇଲ ଟାୱାର ରକ୍ଷଣା ବେକ୍ଷଣ ନୂତନ ଟାୱାର ନିର୍ମାଣ ପାଇଁ ବାଚସ୍ପତିଙ୍କ ଜରିଆରେ ନିବେଦନ କରି ସୋମବାର ସକାଳ ୧୧.୩୦ମି. ସମୟରେ ବିଧାନସଭାରେ ଦାବି ଉପସ୍ଥାପନ କଲେ ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି ।