କେନ୍ଦୁଝର ସହର: ନୂଆ ବସଷ୍ଟାଣ୍ଡ ନିକଟରେ ହାଇୱାକୁ ପିଟିଲା ବାଇକ, ଜଣେ ମୃତ ଓ ଜଣେ ଗୁରୁତର
ବଡ଼ବିଲ ଥାନା ଅନ୍ତର୍ଗତ ନୂତନ ବସଷ୍ଟାଣ୍ଡ ନିକଟରେ ଦୀପାବଳିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଜଣେ ମୃତ୍ୟୁବରଣ କରିଥିବା ବେଳେ ଜଣେ ଗୁରୁତର ହୋଇଥିବା ଜଣା ପଡିଛି। ଏକ ବାଇକ ହାଇୱାକୁ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଏଥିରେ ବାଇକରେ ଥିବା ଜଣଙ୍କ ମୃତ୍ୟୁ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ଅବସ୍ଥାରେ ପ୍ରଥମେ ବଡବିଲ ଓ ସେଠାରୁ କଟକ ସ୍ଥାନାନ୍ତର ହୋଇଥିବା ସୂଚନା ରହିଛି।