କାକଟପୁର: କୋଣାର୍କ ମାଧିପୁର ଛକ ନିକଟରେ ଥିବା ଆଡମ୍ ବ୍ୟାଟେରୀ ସ୍କୁଟି ସୋ ରୁମ ଅଗ୍ନିକାଣ୍ଡ
Kakatpur, Puri | Oct 8, 2025 Breking First visual Slug :-ଗାଡି ସୋ ରୁମ ରେ ଭୟାଭୟ ଅଗ୍ନିକାଣ୍ଡ, ଜଳିଗଲା ସୋ ରୁମ ରେ ଥିବା ୩୦ଟି ଗାଡି Format:-breking Anchor :-ଗାଡି ସୋ ରୁମ୍ ରେ ଅଗ୍ନିକାଣ୍ଡ। କୋଣାର୍କ ନିକଟସ୍ଥ ମାଧିପୁର ଛକରେ ଥିବା ଆଡମ ବ୍ୟାଟେରୀ ଗାଡି ସୋ ରୁମ ରେ ଅଚାନକ ଅଗ୍ନିକାଣ୍ଡ। ଯାହାକି ଅଗ୍ନିକାଣ୍ଡ ରେ ଅଳ୍ପକେ ଗ୍ରାହକ ଓ ଗାଡି ସୋ ରୁମ କର୍ମଚାରୀ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି। ୨୦ଟି ଗାଡି ଜଳି ଭସ୍ମିଭୂତ। କୋଣାର୍କ ମାଧିପୁର ଛକରେ ଥିବା ଆଡମ୍ ବ୍ୟାଟେରୀ ଗାଡି ସୋ ରୁମ ପରିସରରେ ଏକ ସ୍କୁଟି ଚାର୍ଜ ହେଉଥିବା ବେଳେ ଅଚାନକ ଅଗ୍ନିକାଣ୍ଡ ଘଟିଥିବା ବେଳେ କ୍ଷଣିକ ମଧ୍ୟରେ ଅଗ୍ନିକାଣ୍ଡ