ରାଜଗାଙ୍ଗପୁର: ସିଆଲଯୋର ଓ ଗମାରଢିହି ହାଇସ୍କୁଲ ଛାତ୍ରଛାତ୍ରୀ ଙ୍କୁ ଭେଟିଲେ ରାଜଗାଙ୍ଗପୁର ବିଧାୟକ
ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁତ୍ରା ବ୍ଳକର ସିଆଲଯୋର ଓ ଗମାରଢିହି ହାଇସ୍କୁଲ ର ଛାତ୍ରଛାତ୍ରୀ ମାନଙ୍କୁ ରାଜଗାଙ୍ଗପୁର ବିଧାୟକ ଡଃ ସିଏସ ରାଜନ ଏକ୍କା ସାକ୍ଷାତ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ନବ ଦୁର୍ଗା ଫାଉଣ୍ଡେସନ ର ଅଧ୍ୟକ୍ଷା ବୀନିତା ଗଡୋଦିଆ ଦୀପାବଳୀ ଉପହାର ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେଇଥିଲେ।