ଢେଙ୍କାନାଳ ସଦର: ସପ୍ତଶଯ୍ୟା ଇଣ୍ଡାଲକ ସ୍ପିରିଟ କମ୍ପାନୀ ଘେରିଲେ ଆଞ୍ଚଳିକ ସଂଗଠନ ଦେଲେ ଚେତାବନୀ
ଢେଙ୍କାନାଳ ସଦର ବ୍ଲକ ସପ୍ତଶଯ୍ୟା ଅଞ୍ଚଳରେ ଇଣ୍ଡାଲକ ସ୍ପିରିଟ କମ୍ପାନୀ ଗଢିଉଠିଛି ।ଏହି କମ୍ପାନୀ ଅଞ୍ଚଳବାସୀଙ୍କୁ ଆଗ୍ରାଧିକାର ଦେଇ କାମ କରିବାପାଇଁ ପ୍ରତିସୃତି ଦେଇଥିଲା ହେଲେ ଆଜି ପର୍ଯ୍ୟନ୍ତ ଅଞ୍ଚଳର କାହାକୁ ଥଇଥାନ କରି ନାହିଁ । ଏଥିପାଇଁ ଆଜି ମଧ୍ୟାହ୍ନ ୧୨ଟା ସମୟରେ କଙ୍କଡାହାଡ, ମଙ୍ଗଳପୁର, ବାଙ୍କୁଆଳ, ବାନାସାହି,ମାଝିସାହି, କମନିଙ୍ଗ ଓ ସପ୍ତସଯ୍ୟା ଗ୍ରାମର ଶହଶହ ଗ୍ରାମବାସୀମାନେ ଏକ ଶୋଭାଯାତ୍ରାରେ ଆସି କମ୍ପାନୀ ଘେରିଥିଲେ । ସେମାନଙ୍କୁ ଥଇଥାନ କରିବା ପାଇଁ ଦାବି କରିଥିଲେ |ଆଞ୍ଚଳିକ ସଂଗଠନ ପକ୍ଷରୁ କୁମାର ସାହେବ ରାଜିବ ଲୋଚନ ସିଂଦେଓଙ୍କ ଅଧ୍ୟକ୍ଷତାରେ ଅଞ୍ଚଳର ମାନ୍