Public App Logo
Jansamasya
National
Haryana
Pmmsy
Matsyasampadasesamriddhi
���ीएसटी
Cybersecurityawareness
Nextgengst
Fidfimpact
Happydiwali
Diwali2025
Railinfra4andhrapradesh
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat

କୋରେଇ: ନୂଆଗଡ ଛକରେ ବାଇକକୁ ଅଜଣା ଗାଡି ଧକ୍କା ଘଟଣା,ଚିକିତ୍ସାଧୀନ ଅବସ୍ଥାରେ ପୂର୍ଣ୍ଣଚନ୍ଦ୍ର ଓଝାଙ୍କର ମୃତ

Korai, Jajpur | Nov 2, 2025
ନୂଆଗଡ ଛକରେ ବାଇକକୁ ଅଜଣା ଗାଡି ଧକ୍କା ଘଟଣା,ଚିକିତ୍ସାଧୀନ ଅବସ୍ଥାରେ ପୂର୍ଣ୍ଣଚନ୍ଦ୍ର ଓଝାଙ୍କର ମୃତ l କେନ୍ଦୁଝର ଜିଲ୍ଲା ହାଟଡିହ ଅଂଚଳର ଦୁଇଜଣ କେଶବ ପାତ୍ର ଓ ପୂର୍ଣ୍ଣ ଚନ୍ଦ୍ର ଓଝା ଉଭୟ ବାଇକରେ ଯାଜପୁର ରୋଡ ରେ ରହି ପାଠ ପଢ଼ୁଥୁବା କେଶବଙ୍କ ପୁଅକୁ ଦେଖା କରିବାକୁ ଆସୁଥିଲେ l ନୂଆଗଡ ଛକରେ ଏକ ଅଜଣା ଗାଡି ଦ୍ରୁତ ଗତିରେ ଆସି କେଶବଙ୍କ ବାଇକକୁ ଧକ୍କା ଦେଇ ଯାଇଥିଲା l ଦୁର୍ଘଟଣା ଯୋଗୁ ଗୁରୁତର କେଶବ ଓ ପୂର୍ଣ୍ଣିଚନ୍ଦ୍ର ଯାଜପୁର ରୋଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିଲେ l

MORE NEWS