ହୃଷକେଶ ଭୋଇ କଂସ ଚୟନ ପ୍ରକ୍ରିୟାରେ ଭାଗ ନେବେ ନାଁ ନାହିଁ | ସେନେଇ ଶନିବାର ଅପରାହ୍ନ 4 ଟା ରେ ଧନୁଯାତ୍ରା ମହୋତ୍ସବ ସମିତିର ସଭାପତି ତଥା ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ ନିଜ କାର୍ଯ୍ୟାଳୟରେ ପ୍ରତିକ୍ରିୟା ରଖିଛନ୍ତି |ଚଳିତ ବର୍ଷ କଂସ ଚୟନ କରାଯିବ ଆଜି ଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ କଳାକାର ମାନେ ଅନଲାଇନ ବା ଅଫଲାଇନ ଆବେଦନ କରିପାରିବେ ତେବେ ହୃଷିକେଶ ଭୋଇ କଂସ ଚୟନ ପ୍ରକ୍ରିୟାରେ ଭାଗ ନେବେ କି ନାହିଁ ସେନେଇ ବରଗଡ଼ ଜିଲ୍ଲାରେ ଚର୍ଚ୍ଚା ରହିଥିବା ବେଳେ ଜିଲ୍ଲାପାଳ ନିଜ ପ୍ରତିକ୍ରିୟା ରଖି ସେ ଉପରେ କମିଟି ଆଲୋଚନା କରିବା ପରେ ଘୋଷଣା ହେବ ବୋଲି ଜଣାଇଛନ୍ତି