ରେଙ୍ଗାଲି: ମହାନଗର ନିଗମ ପକ୍ଷରୁ ନକ୍ସସାପାଲି ଓ ମାନେଶ୍ୱରରୁ ପ୍ଲାଷ୍ଟିକ ଜବତ
ମହାନଗର ନିଗମ ପକ୍ଷରୁ ନକ୍ସସାପାଳି ଓ ମାନେଶ୍ୱରରେ ପ୍ଲାଷ୍ଟିକ ଜବତ କରାଯାଇଥିବା ସୂଚନା ମିଳିଛି l ସେପଟେ ଦୋକାନୀ ମାନଂକୁ ମାଟିର କପ୍ ବିକଳ୍ପ ବ୍ୟବହାର କରିବା ପାଇଁ କୁହା ଯାଇଛି l ପେପର କପ୍କୁ ମଧ୍ୟ ନିଷେଦ କରାଯାଇଛି l ପ୍ଲାଷ୍ଟିକ ସ୍ୱାସ୍ଥ୍ୟ ପାଇଁ ହାନିକାରକ ବୋଲି ଚେତାବନୀ ଦିଆଯାଇଛି l ଏ ନେଇ ଆଜି ରାତି 7ଟାରେ ସୂଚନା ମିଳିଛି l