କୋରାପୁଟ ସହର: ବସରେ ନିଆ ଲାଗିଲେ କିଭଳି ଡ୍ରାଇଭର ନିଆ କୁ ଆୟତ୍ତ କରିପାରିବେ ସେ ନେଇ କୋରାପୁଟ ଆର୍ଟିଓ ଓ ଅଗ୍ନିଶମ ବିଭାଗ ପକ୍ଷରୁ କୋରାପୁଟ ବସଷ୍ଟାଣ୍ଡ
ଆଜି ଦିନ ବାର ଟା ସମୟରେ ଘରୋଇ ବସ ମଲିକ ଓ କର୍ମଚାରୀ ମାନଙ୍କୁ ଅଗ୍ନି ନିରାପତ୍ତା ଏବଂ ଦୁର୍ଘଟଣାରୁ ସୁରକ୍ଷା ନେଇ ଏକ ତାଲିମ ସ୍ଥାନୀୟ ବସ ଷ୍ଟାଣ୍ଡରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ ଆଞ୍ଚଳିକ ପରିବହନ ଓ ଅଗ୍ନିଶମ ବିଭାଗର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ କାର୍ଯ୍ୟ କ୍ରମରେ ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ ଚନ୍ଦ୍ରକଳା ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଭିନ୍ନ ସମୟରେ ବସ ମାନଙ୍କରେ ନିଆଁ ଲାଗି ଘଟୁଥିବା ଦୁର୍ଘଟଣାରୁ କିପରି ରକ୍ଷା ପାଇପାରିବେ ସେ ସମ୍ପର୍କ ରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ଏଥିରେ ଟ୍ରାଫିକ ଇନିସ୍ପେକ୍ଟର ଜଗନ୍ନାଥ ଦାରୁବ୍ର