ଯାଜପୁର ସ୍ଥିତ ବିଜୁ ପଟ୍ଟନାୟକ ଇନଡୋର ହଲରେ ଆୟୋଜିତ ଅସ୍ମିତା ଖେଲୋ ଇଣ୍ଡିଆରେ ସମ୍ୱଲପୁର କିକ ବକ୍ସିଂ ପ୍ରତିଯୋଗିତାରେ ବାଳିକା ଦଳର ସଫଳତାକୁ ନେଇ ଗୁରୁବାର ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଗୁରୁ ସତ୍ୟନାରାୟଣ ସମ୍ୱଲପୁରୀ ଡେରା ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏସୋସିଏସନର ସମ୍ପାଦକ ତଥା କୋଚ ସମସ୍ତ ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜଣାଇଥିଲେ । ନୂତନ ବର୍ଷକୁ ଏସୋସିଏସନ ପକ୍ଷରୁ ସ୍ୱାଗତ କରାଯିବା ଖେଲୋ ଇଣ୍ଡିଆ ପ୍ରତିଯୋଗିତାରେ ଖେଳ ବିଷୟରେ ଆଲୋଚନା କରାଯାଇଥିଲା । ପ୍ରତିଯୋଗିତାରେ ସର୍ମିଲ ସାହୁ ଲାଇଟ କଣ୍ଟାକ୍ଟରେ ସ୍ୱର୍ଣ୍ଣ ଏବଂ ପଏଣ୍ଟ ଫାଇଟରେ କାଂସ୍ୟ, ଚାନ୍ଦନ