ଡ଼ିସେମ୍ବର ୨୭ତାରିଖ ସକାଳ ୯ଟା ୩୦ ମିନିଟରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ "ଲେଡି ଲାୟନ, ଦ ହେଲପିଂ ହ୍ୟାଣ୍ଡ ଅର୍ଗନାଇଜେସନ " ଆନୁକୂଲ୍ୟରେ ଝିରପାଣି ସ୍ଥିତ ବିଜୟ କ୍ଳବ ଗ୍ରାଉଣ୍ଡରେ ବିଭିନ୍ନ ବୟସର ପିଲାମାନଙ୍କ ମନୋରଞ୍ଜନ ନିମନ୍ତେ କିଡ଼ସ ଫେସ୍ତିବାଲ, ସିଜନ -୫ ଉପସ୍ଥାପନ କରାଯାଇଛି, ଅନୁଷ୍ଠାନର ସଭାପତି ଶ୍ରୀମତୀ ବନ୍ଦିତା ମାହାତୋ ଓ ତାଙ୍କ ଅନୁଷ୍ଠାନର ସଦସ୍ୟା ଗଣ ଆଞ୍ଚଳିକ ପିଲାଙ୍କର ମନୋରଞ୍ଜନ nante