ଖୋର୍ଦ୍ଧା: ବାଲୁଙ୍ଗା ଓ ଜଙ୍କିଆ ଥାନା ଅଞ୍ଚଳରେ ବିଭିନ୍ନ ଅପରାଧିକ ମାମଲାରେ ସମ୍ପୃକ୍ତ ୫ ଗିରଫ :କାର୍ଯ୍ୟାଳୟରେ ପ୍ରତିକ୍ରିୟା ରଖିଲେ ଏସପି
ଖୋର୍ଦ୍ଧା ଜିଲ୍ଲା ବାଲୁଙ୍ଗା ଓ ଜଙ୍କିଆ ଥାନା ଅଞ୍ଚଳର ବିଭିନ୍ନ ଅପରାଧିକ ମାମଲାରେ ସମ୍ପୃକ୍ତ ୫ ଜଣ ଗିରଫ l ଏ ନେଇ ଆଜି ଅପରାହ୍ନ ସମୟରେ କାର୍ଯ୍ୟାଳୟରେ ପ୍ରତିକ୍ରିୟା ରଖିଲେ ଖୋର୍ଦ୍ଧା ଏସପି l