ଲାଞ୍ଜିଗଡ: ଡୁମେରପଦର ଅଡ୍ରି ମୁଖ୍ୟ ରାସ୍ତାର ବିରମଲ ଗୁଡା ନିକଟରେ ବିରାଟ ଆମ୍ବ ଗଛ ପଡି ରାସ୍ତା ଅବରୋଧ ଯାତାୟତ ବାଧାପ୍ରାପ୍ତ
Lanjigarh, Kalahandi | Aug 27, 2025
ଗତ ବିଳମ୍ବିତ ରାତିରେ ଥୁଆମୁଳ ରାମପୁର ଡୁମେରପଦର ଠାରୁ ଅଡ୍ରିକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ବିରମଲଗୁଡା ନିକଟରେ ବିରାଟକାୟ ଗଛ ପଡି...