ରେଙ୍ଗାଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶାସନ ସ୍ଥିତ ବିଦ୍ୟା ବିକାଶ ସ୍କୁଲରେ ଆଜି ସନ୍ଧ୍ୟା 5.30ରେ ସ୍କୁଲ ବାର୍ଷିକ ଉତ୍ସବ ପରୀକ୍ରମା ଅନୁଷ୍ଠିତ ହେଇଯାଇଛି l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଵକ୍ତା ଭାବେ ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର ଡ଼ ସୁଶାନ୍ତ କୁମାର ଦାସ ଯୋଗ ଦେଇଥିଲେ l ଏହି ଅବସରରେ ପ୍ରିନସିପାଲ,ଶିକ୍ଷକ, ଶିକ୍ଷୟତ୍ରୀ, ଓ ଅନ୍ୟ କର୍ମଚାରୀ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ l ଏହି ଅବସର ରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା l