କଟକ ପୌରାଞ୍ଚଳ: ମାହାଙ୍ଗା କୁମୁଡା ହାଟ ନିକଟରେ ଛାତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ କରି ଲୁଟ ଉଦ୍ୟମ, ଛାତ୍ରୀ ଗୁରୁତର
Cuttack M Corp PS, Cuttack | Aug 19, 2025
କଟକ ଜିଲ୍ଲା ମାହାଙ୍ଗା ଥାନା ଅର୍ନ୍ତଗତ କୁମୁଡା ହାଟ ନିକଟରେ ଜଣେ କଲେଜ ଛାତ୍ରୀଙ୍କୁ କିଛି ଦୁର୍ବୃତ୍ତ ବାଇକରେ ଆସି ମରଣାତ୍ମକ ଆକ୍ରମଣ କରି...