ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ କାର୍ଯ୍ୟକ୍ରମ ଅଧିନରେ ଜନଜାତି ଚାଷୀଙ୍କୁ ସହୟତା ପ୍ରଦାନ କରାଯାଇଛି । ଗ୍ରାମ ପଂଚାୟତ ସ୍ତରୀୟ ରବି ଚାଷ ପାଇଁ ଉନ୍ନତ ଧରଣର ବିହନ, ଜୈବିକ ସାର, ଅଣୁସାର ଏବଂ କୀଟନାଶକ ଔଷଧ ବିତରଣ କାର୍ୟକ୍ରମ ତିଲେଇବଣି ବ୍ଲକ ଢୋଲପଡା ପଂଚାୟତ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।