Public App Logo
Jansamasya
National
���ीएसटी
Happydiwali
Nextgengst
Cybersecurityawareness
Diwali2025
Pmmsy
Fidfimpact
Matsyasampadasesamriddhi
Railinfra4andhrapradesh
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds

ଅତାବିରା: ଖଇରପାଲି ଗ୍ରାମରେ ଗାଁ ଦିବସ

ଖଇରପାଲି ଗ୍ରାମରେ ଗାଁ ଦିବସ ଅତାବିରା,ତା ୨୧/୧୦ ଗାଁକୁ ଭଲ ପାଇବା ସଂସ୍କୃତି ଭାଇଚାରା ଏକତା ଅଖଣ୍ଡତା କୁ ବଜାୟ ରଖିବା ତଥା ଗ୍ରାମୀଣ ସଭ୍ୟତା ସଂସ୍କୃତି ପରମ୍ପରା ଏବଂ ନୈତିକ ମୂଲ୍ୟବୋଧ ପ୍ରାସଗିଂକତା ର ବିଭିନ୍ନ ଦୃଷ୍ଟାନ୍ତ ମାନ ଦେଇ ଆଜି ମଂଗଲବାର ପୂର୍ବାହ୍ନ ୧୧ଟା ସମୟରେ କଳା କ୍ଷେତ୍ର ଅତାବିରା ତରଫରୁ ଅତାବିରା ବ୍ଲକ ଲରାସରା ପଂଚାୟତ ଖଇରପାଲି ଗ୍ରାମରେ ଗାଁ ଦିବସ ପାଳିତ ହୋଇଯାଇଛି |ଏଥିରେ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ହଳଧର ନାଗ,ମୁଖ୍ୟ ବକ୍ତା ଭାବେ ଡକ୍ଟର ତପସ୍ବନୀ ଗୁରୁ,ଲରାସରା ପଂଚାୟତ କୀର୍ତ୍ତିନ ସେଟ,ମଣ୍ଡଲ ସଭାପତି ପୁଷ୍ଫକ ଗାଇଗରିଆ ଯୋଗଦାନ କରିଥିଲେ |

MORE NEWS