ନବରଙ୍ଗପୁର ରୂ କଟକ ଅଭିମୁଖେ ଯାତ୍ରା ଆରମ୍ଭ କଲା 14 ବର୍ଷରୁ କମ କ୍ରିକେଟ ଦଳ ରାଜ୍ୟ କ୍ରିକେଟ ସଂଘ ଦ୍ୱାରା ଆୟୋଜିତ ଅନ୍ତଃ ଜିଲ୍ଲା ବିଦ୍ୟାଳୟ ସମୂହ କ୍ରିକେଟ ପ୍ରତିଯୋଗିତାରେ ଭାଗ ନେବା ପାଇଁ ନବରଙ୍ଗପୁର 14 ବର୍ଷରୁ କମ କ୍ରିକେଟ ଦଳର କଟକ ଗସ୍ତ କରିଛି ଏହି ଦଳ ନିଜର ପ୍ରଥମ ମ୍ୟାଚ ଯାଜପୁର ଦଳ ବିପକ୍ଷରେ ତା 24/12/2025 ରେ ଖେଳିବ