ଜିଲ୍ଲା ସମାଜ ମଙ୍ଗଳ ବିଭାଗ ତରଫରୁ ବାଲ୍ୟ ବିବ।ହ ବନ୍ଦ କରିବା ଓ କିଶୋରୀ ସଶକ୍ତି କରଣ ପାଇଁ ଜିଲ୍ଲା ଟାସ୍କ ଫୋର୍ସ ସମିତି ମିଟିଂ ର ଆୟୋଜନ ହୋଇଥିଲା। ଉକ୍ତ କ।ର୍ଯ୍ୟକ୍ରମ ରେ ଜିଲ୍ଲା ସ୍ତରୀୟ ଅଧିକାରୀ,ବିଭିନ୍ନ ଜାତି ସମାଜ ର ସଭାପତି ସମ୍ପାଦକ ,ସ୍ବେଛାସେବୀ ସଂଗଠନ ର ସଦସ୍ୟ ,ଜିନ୍ଦଲ କମ୍ପାନୀ କର୍ମକର୍ତ୍ତା , ପ, ସିଡିପିଓ,ପ।ର। ଲିଗାଲ କର୍ମୀ ଜିଲ୍ଲା ଆଇନ ସେବା ପ।ର୍ଧିକରଣ ସଭ୍ୟ ସଭ୍ୟ।,ପ୍ରୋଗ୍ରାମ ଅଫିସର ,ଜିଲ୍ଲା ସ୍ୱୟଂ ସହାୟକ ଦଳ ର ମହାସଂଘ ସମ୍ପାଦକ ,ବୈଷୟିକ ଶିକ୍ଷା ଅନୁଷ୍ଠାନ ମାନେଶ୍ୱର ର ସଦସ୍ୟ ,କିଶୋରୀ ବାଳକ ଓ ବାଳିକା ମାନେ ଯୋଗ ଦେଇଥିଲେ। ଜିଲ୍ଲା ର ବାଲ୍