ବଡସାହି: ବେତନଟୀକୁ ଏନଏସି ମାନ୍ୟତା ତାଲିକାରେ ସାମିଲପରେ ବଙ୍ଗଳାଛକରେ ଅଞ୍ଚଳବାସୀ ଓ ସାମାଜିକ ଅନୁଷ୍ଠାନ ପକ୍ଷରୁ ଭଵ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ
Barsahi, Mayurbhanj | Aug 26, 2025
ବେତନଟୀକୁ ଏନଏସି ମାନ୍ୟତା ତାଲିକାରେ ସ୍ଥାନୀତ କରିବାପରେ ବେତନଟୀ ବଙ୍ଗଳାଛକରେ ମଙ୍ଗଳବାର ରାତି ଦଶଟାରେ ମାନ୍ୟବର ଗୃହ ଓ ନଗର ଉନ୍ନୟନ ବିଭାଗ...