ପୁରୀ ମ୍ୟୁନିସିପାଲଟି: ଶ୍ରୀ ମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗ ରେ ଶ୍ରୀ ମନ୍ଦିର କାର୍ଯ୍ୟାଳୟ ରେ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ଙ୍କ ଅଧକ୍ଷତା ରେ ବୈଠକ ଅନୁଷ୍ଠିତ l
Puri M, Puri | Sep 17, 2025 ଶ୍ରୀ ମନ୍ଦିର କାର୍ଯ୍ୟାଳୟ ଠାରେ ରତ୍ନଭଣ୍ଡାର ପ୍ରସଙ୍ଗ ନେଇ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ଙ୍କ ଅଧକ୍ଷତା ରେ ବୈଠକ ଅନୁଷ୍ଠିତ l ଆଜି ଅପରାହ୍ନ 5 ସମୟରେ ବୈଠକ ଅନୁଷ୍ଠିତ ହୋଇଥିଲା l ଆସନ୍ତା 23 ତାରିଖ ରେ ରତ୍ନ ଗୁଡିକ ମୂଳ ରତ୍ନଭଣ୍ଡାର କୁ ସ୍ଥାନାନ୍ତରଣ କରାଯିବ l