ସମ୍ବଲପୁର ମ୍ୟୁନିସିପାଲଟି: ଗେଟି ରୋଡ ସ୍ଥିତ ଧମଶାଳା ରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ
ଆସନ୍ତା 22 ତାରିଖ ସମ୍ବଲପୁର ସହର ରେ ଆୟୋଜିତ ହେବ ଶ୍ରୀ ଅଗ୍ରସେନ ଜୟନ୍ତୀ l ଏଥିପାଈଁ 21 ତାରିଖ ଅଇଁଠାପାଲି ପିଏଚଡି ପଡିଆରୁ ଏଜ ବାଇକ ରାଲି ସହର ପରିକ୍ରମା କରି କ୍ଷେତରାଜପୁର ସ୍ଥିତ ଅଗ୍ରସେନ ଭବନ ପହଞ୍ଚିବ l ଏହି ବାଇକ ରାଲି ମାଧ୍ୟମ ରେ ସମାଜ କୁ ଏକ ହେବାର ବାର୍ତ୍ତା ଦିଆଯିବ l ଏଥିପାଈଁ ସହରର ବିଭିନ୍ନ ସ୍ଥାନରେ ଅନେକ କାର୍ଯ୍ୟକ୍ରମ ମାନ ମଧ୍ୟ ଆୟୋଜିତ ହେବ l 22 ତାରିଖ ରାଣୀ ସତୀ ମନ୍ଦିର ରୁ ଏକ ବିରାଟ ରାଲି ବାହାରି ଅଗ୍ରସେନ ଭବନକୁ ପହଞ୍ଚିବ l