ସୋରଡା: ସୋରଡ଼ା ଥାନା ଅନ୍ତର୍ଗତ ଗୋଚ୍ଛାବାଡ଼ି ଠାରେ ଜଣେ ବୁଲା ବିକା ମହିଳାଙ୍କୁ ବାଇକ ଚାଳକ ଧକ୍କା ଦେଇଥିବା ବେଳେ ଦୁଇ ଗୁରୁତର ସୂଚନା
Surada, Ganjam | Nov 9, 2025 ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ଅନ୍ତର୍ଗତ ଗଜାଲବାଡ଼ି ଓ ଗୋଛାବାଡ଼ି ଠାରେ ଜଣେ ବୁଲାବିକା ବ୍ୟବସାୟ କରିଥିବା ମହିଳାକୁ ଧକ୍କା ଦେଇଛି ଅଜଣା ବାଇକ. ଘଟଣା ସ୍ଥଳରୁ ଚମ୍ପଟ ମାରିଥିବା ଦେଖିବାକୁ ମିଳିଛି,ବୁଲା ବ୍ୟବ୍ୟସାୟ କରୀ ପରିବାର ଗୁଜରାଣ କରୁଥିବା ମହିଳା ବ୍ୟବସାୟୀ ଙ୍କୁ ଧକ୍କା ଫେରା଼ର ହୋଇଥିବା ସୂଚନା ରହିଛି.