ଅତାବିରା: ଗୋଡଭଗା ଛକରେ ବିଦ୍ୟୁତ ଟ୍ରାନ୍ସଫର୍ମର ଚୋରୀ,ଥାନାରେ ଏତଲା
ଗତକାଳି ଶନିବାର ରାତି ପ୍ରାୟ ୨ଟା ସମୟରେ ଅତାବିରା ଥାନା ଅଧିନ ଗୋଡଭଗା ଛକରେ ଏକ ବିଦ୍ୟୁତ ଟ୍ରାନ୍ସଫର୍ମର ଚୋରୀ ହୋଇଯାଇଛି |ଏ ନେଇ ଆଜି ରବିବାର ପୂର୍ବାହ୍ନ ୧୧ଟାରେ ଜେଇ ସରୋଜ କୁମାର ମାଝି ଗୋଡଭଗା ପୋଲିସ ଫାଣ୍ଠିରେ ଏକ ଏତଲା ଦେଇଛନ୍ତି |