ପୋଲସରା: ପୋଲସରା ଇଣ୍ଡୋର ଷ୍ଟାଡିୟମ ଠାରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ତରଫରୁ ଯୁବ ସମ୍ମିଳନୀ ପାଳନ
ଗଞ୍ଜାମ ଜିଲ୍ଲା ପୋଲସରା ସହର ସ୍ଥିତ ବିଜୁ ପଟ୍ଟନାୟକ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ ପରିସରରେ ଶତାବ୍ଦୀ ପାଳନ ଅବସରରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ତରଫରୁ ପୋଲସରା ଏବଂ ବୁଗୁଡ଼ା ଖଣ୍ଡ ସ୍ଥରୀୟ ଯୁବ ସମ୍ମିଳନୀ ଆୟୋଜିତ ହୋଇଯାଇଅଛି । ପୋଲସରା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପ୍ରଧାନ ଆଚାର୍ଯ୍ୟ ସନ୍ତୋଷ ପାଢ଼ୀଙ୍କ ପରିଚାଳନାରେ ଆୟୋଜିତ ଏହି ସମ୍ମିଳନୀରେ ଓଡିଶା ପୂର୍ବପ୍ରାନ୍ତ ସହ ଶାରୀରିକ ପ୍ରମୁଖ ଅଶୋକ କୁମାର ରଣଜିତ ମୁଖ୍ୟବକ୍ତା ଭାବରେ ଯୋଗଦେଇ ଏକ ପରମ ବୈଭବଶାଳୀ ରାଷ୍ଟ୍ର ଗଠନ କରିବାକୁ ହେଲେ ସାମାଜିକ,ସାଂସ୍କୃତିକ, ଅଧ୍ୟାତ୍ମିକ ଏବଂ ଶୈକ୍ଷିକ କ୍ଷେତ୍ରରେ ସଂସ୍କାର ଆଣିବାପାଇଁ