ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ମା ଏବଂ ପୁଅ ଗୁରୁତର ଅବସ୍ଥାରେ ଭର୍ତି ହୋଇଥିଲେ। ମା କଟକ ସ୍ଥାନାନ୍ତର ବେଳେ ମୃତ୍ୟୁ ବରଣ କରିଥିଲେ। ପୁଅ ଅବସ୍ଥା ସଂକଟାପନ୍ନ ହେବାରୁ ତାକୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ସୂଚନା ଯେ, ଦେବଗଡ଼ ଜିଲ୍ଲା ଜୟନ୍ତୀପାଲି ଗ୍ରାମର ଦୁଷ୍ମନ୍ତ କୁମାର ମାଝୀ (୩୮), ସ୍ତ୍ରୀ ରିଙ୍କି ସାହୁ (୩୦) ଏବଂ ପାଞ୍ଚ ବର୍ଷର ପୁଅ କୁ ନେଇ ରୀଙ୍କି ଙ୍କ ବାପ ଘର ଝରାବେରେଣୀ ଗ୍ରାମକୁ ଗତ ଶୁକ୍ରବାର ଦିନ ଯାଇଥିଲେ। ଗତ ଶନିବାର ଦିନ ଅପରାହ୍ନ ସମୟରେ ତିନି ଜଣ ଯାକ ଜୟନ୍ତୀପାଲି ଅଭିମୁଖେ ବାହାରି ଥିଲେ। ରିଙ୍କି ଙ୍କ ବାପ ଘର ଲୋକ ରିଙ୍କି ଙ୍