Public App Logo
Jansamasya
National
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds
Stopobesity
Hiv
Aidsawareness
Oralhealth
Mentalhealth
Seasonalflu
Worldimmunizationweek
Healthforall
Sco
Blooddonation
Saynototobacco
Vayvandanacard
Ayushmanbharat
Tbmuktbharat
Pmjay
Jansamasya
Liverhealth
Sicklecellawareness

ଭୋଗରାଇ: କୁମ୍ଭାରମୁଳି ଗ୍ରାମରେ ଜୈନିକ ବ୍ୟକ୍ତିଙ୍କ ଘରେ କଳାକନା ବୁଲାଇଲା ଚୋର, ଭୋଗରାଇ ଥାନାରେ ଅଭିଯୋଗ

Bhograi, Balasore | Sep 22, 2025
ବିଳମ୍ବିତ ରାତିରେ ଘରେ କଳାକନା ବୁଲାଇଲା ଚୋର । ଆଲମାରୀ ରୁ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ ନଗଦ ୧୨ ହଜାର ୫ ଶହ ଟଙ୍କା । ଥାନାରେ ଅଭିଯୋଗ ପରେ ପୋଲିସର ତଦନ୍ତ ଜାରି । ବାଲେଶ୍ୱର ଜିଲ୍ଲା ଭୋଗରାଇ କୁମ୍ଭାରମୁଳି ପଞ୍ଚାୟତ ସେହି ଗ୍ରାମର ଘଟଣା । ଗତକାଲି ବିଳମ୍ବିତ ରାତିରେ ଘର ଲୋକ ମାନେ ସୋଇଥିବା ବେଳେ ଘରେ ଚୋରି ହୋଇଛି । ଏପରିକି ସକାଳେ ଉଠି ଦେଖିଲା ବେଳକୁ ଗ୍ରୀଲର ତାଲା ନଥିବା ବେଳେ ଆଲମାରୀରୁ ସମସ୍ତ ସୁନା ଅଳଙ୍କାର ଓ ନଗଦ ଟଙ୍କା ଲୁଟ ହୋଇଥିବା ଦେଖି ଭୋଗରାଇ ଥାନାରେ ଚତୁର୍ଭୁଜ ପ୍ରଧାନ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

MORE NEWS