ବୌଦ୍ଧ ସଦର: ବାଉଁଶୁଣି ମଣ୍ଡଳ ମହୁଲି କପିଳେଶ୍ୱର ମନ୍ଦିରରେ ବିଜେପି ତରଫରୁ ସ୍ୱଛତା ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ , ଯୋଗ ଦେଲେ ଜିଲ୍ଲା ବିଜେପି ସଭାପତି
ବୌଦ୍ଧ ବ୍ଲକ ମନୁପାଲି ଗ୍ରାମପଞ୍ଚାୟତ ମହୁଲି କପିଳେଶ୍ୱର ମନ୍ଦିର ଠାରେ ମା ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ଓ ମନ୍ଦିର ପରିବେଶ ସ୍ୱଚ୍ଛତା ସଚେତନତା ଅଭିଯାନ କାର୍ଯ୍ୟକ୍ରମ ମଣ୍ଡଳ ସଭାପତି ଶରତ କର୍ଣ୍ଣଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି