ସମ୍ଵଲପୁର ମାନେଶ୍ଵର ବ୍ଲକସ୍ତରୀୟ ସାଂସଦ ଖେଲ ମହୋତ୍ସବ ଆଜି ଭିଏସଏସ ଷ୍ଟାଡିଅମ ଠାରେ ଆୟୋଜିତ ହୋଇ ଯାଇଅଛି । ଏଥିରେ ମାନେଶ୍ଵର ବ୍ଲକର ବିଭିନ୍ନ ସ୍କୁଲର କନିଷ୍ଠ ବିଭାଗରେ ୧୪ ରୁ ୧୭ ବର୍ଷ ଏବଂ ବରିଷ୍ଠ ବିଭାଗରେ ୧୮ ରୁ ୨୩ ବର୍ଷ ପାଇଁ କ୍ରୀଡ଼ା ପ୍ରତିଯୋଗିତା ଭାଗ ନେଇଛନ୍ତି । ଯାହାକି ୧୦୦ ଓ ୨୦୦ ମିଟର ଦୌଡ଼, ଡିସକସ୍ ଥ୍ରୋ, ସଟଫୁଟ ଏବଂ ଖୋ ଖୋ ଓ କବାଡି ପ୍ରତିଯୋଗିତା ଭାଗ ନେଇଛନ୍ତି । ଜିଲ୍ଲାରେ ଥିବା ଗାଁ ଓ ସହରାଞ୍ଚଳରୁ ଲୁକ୍କାୟିତ କ୍ରୀଡ଼ାବିତ୍ଙ୍କୁ ଚିହ୍ନଟ କରିବା ଲକ୍ଷ୍ୟରେ ଏହି ସାଂସଦ କ୍ରିଡା ଉତ୍ସବ ଆୟୋଜନ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ 'ଫି