ବୁଧବାର ସନ୍ଧ୍ୟାରେ TPSODL ପକ୍ଷରୁ ପ୍ରାପ୍ତ ସୂଚନା ଅନୁଯାୟୀ ଆସନ୍ତା କାଲି ଗୁରୁବାର ଦିନ ମନମୁଣ୍ଡା ବିଦ୍ୟୁତ୍ ଉପଖଣ୍ଡ ଅଞ୍ଚଳରେ ସୋନପୁର - ମନ ମୁଣ୍ଡା ଲାଇନର ମରାମତି କାର୍ଯ୍ୟ ନିମନ୍ତେ 4 ଘଣ୍ଟା ବିଦ୍ୟୁତ ସରବରାହ ବନ୍ଦ ରହିବ l ଫଳରେ ମନମୁଣ୍ଡା ଉପ ଖଣ୍ଡ ଅନ୍ତର୍ଗତ ମନ ମୁଣ୍ଡା, କଣ୍ଟାମାଳ, ଘଣ୍ଟା ପଡା, ବାଉଁ ଶୁଣୀର ସମସ୍ତ ଅଂଚଳରେ ବିଦ୍ୟୁତ୍ ସରବରାହ ବନ୍ଦ ରହିବ ବୋଲି TPSODL ପକ୍ଷରୁ ସୁଚନା ଦିଆ ଯାଇଛି l