ରାଉରକେଲା ମ୍ୟୁନିସିପାଲଟି: ରାଉରକେଲା ସହରର ପ୍ଲାଣ୍ଟସାଇଟ ଥାନା ଅନ୍ତର୍ଗତ ଜଗନ୍ନାଥ ମନ୍ଦିର ନିକଟରେ ଏକ ଅପରିଚିତ କଳାରଙ୍ଗର ବ୍ୟାଗଦେଖି ସ୍ଥାନୀୟ ଅଞ୍ଚଳ ଲୋକ ଭୟଭୀତ
ଅକ୍ଟୋବର ୧୪ତାରିଖ ରାତି ପ୍ରାୟ ୧୧ଟା ସମୟରେ ପ୍ଲାଣ୍ଟସାଇଟ ଥାନା ଅନ୍ତର୍ଗତ ଟିମ୍ବର କଲୋନୀ ଅଞ୍ଚଳର ଜଗନ୍ନାଥ ମନ୍ଦିର ନିକଟରେ କୌଣସି ଆଜ୍ଞାତ ବ୍ୟକ୍ତି ଏକ କଳାରଙ୍ଗର ବ୍ୟାଗ ଛାଡି ଦେଇ ପଳାଇଥିବାରୁ, ସ୍ଥାନୀୟ ଲୋକମାନେ କଳା ରଙ୍ଗର ବ୍ୟାଗକୁ ଦେଖି ଆତଙ୍କିତ, ଲୋକମାନେ ତୁରନ୍ତ ପୋଲିସକୁ ଖବର ଦେବାପରେ, ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା, ଉକ୍ତ ବ୍ୟାଗଟି କାହାର ଏବଂ କିଏ, କାହିଁକି ମନ୍ଦିର ପାଖରେ ଛାଡି ପଳାଇଲା, ତାହା ସାଧାରଣରେ ପ୍ରଶ୍ନବାଚୀ ହୋଇ ରହିଛି