ହିଞ୍ଜିଳି: ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ,ହିଞ୍ଜିଳି ବ୍ଲକ ରାଳବ ପଞ୍ଚାୟତରେ ମା ଗଜଲକ୍ଷ୍ମୀଙ୍କ ପୂଜା ବହୁ ଧୁମ୍ ଧାମରେ ପାଳିତ ହୋଇଯଇଛି
ଗଞ୍ଜାମ ଜିଲ୍ଲା ହିଞ୍ଜିଳି କାଟୁ ବ୍ଲକ ଅନ୍ତର୍ଗତ,ହିଞ୍ଜିଳି ବ୍ଲକ ରାଳବ ପଞ୍ଚାୟତରେ ମା ଗଜଲକ୍ଷ୍ମୀଙ୍କ ପୂଜା ବହୁ ଧୁମ୍ ଧାମରେ ପାଳିତ ହୋଇଯାଇଛି. ପ୍ରତିବର୍ଷ ଭଳି ଆଜି ସକାଳୁ ସକାଳୁ ଗ୍ରାମର ମହିଳା ମାନେ ଋଷିକୁଲ୍ୟା ନଦୀରୁ ଜଳ ଭାର ନେଇ ଜଳ ଯାତ୍ରାରେ କରିବା ସହ ମା ଗଜଲକ୍ଷ୍ମୀ ଙ୍କ ଆଗମନ କୁ ନେଇ ହୋମ ଯଂଜ୍ଞ ପ୍ରସ୍ତୁତି ହୋଇଛି. ସନ୍ଧ୍ୟାରେ ଆଳତି ସହ ପୂଜା ଅର୍ଚନା ହୋଇଛି,ସର୍ବପୁରାତନ ପୂଜା କମିଟି ପକ୍ଷରୁ ଏହି ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଥିବା ବେଳେ ଗ୍ରା,ମବାସୀ ସମ୍ପୂର୍ଣ୍ଣ ସହଯୋଗ କରିଛନ୍ତି.