ବଡଚଣା: ରାଉତରା ଗ୍ରାମର ଦୁର୍ବଳ ନନ୍ଦୀବନ୍ଧ ପାଇଁ ସ୍ଥାନୀୟ ଲୋକେ ନା ନା ସମସ୍ୟା ଭୋଗୁଛନ୍ତି #jansamasya
ନଦୀ ବନ୍ଧ ମରାମତି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଏହା ଉପଯୁକ୍ତ ଭାବେ କରାଯାଉନଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖା ଯାଇଛି l ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଚନ୍ଦ୍ରମୁଁ ପଂଚାୟତ ରାଉତରା ଗ୍ରାମର ଦୁର୍ବଳ ନନ୍ଦୀବନ୍ଧ ପାଇଁ ସ୍ଥାନୀୟ ଲୋକେ ନା ନା ସମସ୍ୟା ଭୋଗୁଛନ୍ତି l ଯାହାକୁ ନେଇ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ l ପ୍ରତେକ ବର୍ଷ ନଦୀ ବନ୍ଧ କାମ ହେଉଛି ବାଲି ମାଟିରୁ ଯାହା ପାଇଁ ବର୍ଷା ହେଲେ ବିଭିନ୍ନ ଜାଗାରେ ନଦୀବନ୍ଧ ଧସି ଯାଉଛି l ଯାହାକୁ ନେଇ ନଦୀକୁଳିଆ ଲୋକେ ଭୟଭୀତ ଅବସ୍ଥାରେ ରହୁଥିବା ରବିବାର 4ଟା ସମୟ