Public App Logo
Jansamasya
National
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Pmmsy
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds
Stopobesity
Hiv
Aidsawareness
Oralhealth
Mentalhealth
Seasonalflu
Worldimmunizationweek
Healthforall
Sco

ଟିଟିଲାଗଡ: ଟିଟିଲାଗଡ଼ ବ୍ଲକ ସମ୍ମିଳନୀ କକ୍ଷରେ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ

Titlagarh, Balangir | Oct 10, 2025
ଆଜି ଟିଟିଲାଗଡ଼ ପୌରପରିଷଦ ଓ ପଞ୍ଚାୟତ ସମିତି ମିଳିତ ଆନୁକୁଲ୍ୟରେ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ବ୍ଲକ ର ବୈଠକ ହଲ୍ ରେ ପାଳିତ ହୋଇଯାଇଛି l ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ ବ୍ଲକ ଚେୟାରମେନ ଶ୍ରୀମତି ସଂଯୁକ୍ତା ନାଏକ, ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତି ମମତା ଦେବୀ ଜୈନ, ବରିଷ୍ଠ ନାଗରିକ ସଂଘର ଡ ଘନ ଶ୍ୟାମ ଜୈନ ଯୋଗ ଦେଇଥିଲେ। ତେବେ ଏହି ଅବସରରେ ଏକ ଶପଥ ନିଆଯାଇଥିଲା ଯେ ବରିଷ୍ଠ ନାଗରିକଙ୍କ ସହିତ ଅଧିକ ସମୟ କାଟିବା, ସେମାନଙ୍କୁ ଶୁଣିବା ଓ ତାଙ୍କ ସୁବିଧା-ଅସୁବିଧା ବୁଝି ସମ୍ମାନ ଦେବା ।

MORE NEWS