୧୦ ଜାନୁଆରୀ ୨୦୨୬ ମସିହା ପୂର୍ବାହ୍ନ ୧୧ଟା ୩୦ ମିନିଟରୁ ଅପରାହ୍ନ ୧ଟା ୩୦ମିନିଟ ପର୍ଯ୍ୟନ୍ତ ଜିଲ୍ଲା କଂଗ୍ରେସ କମିଟି କାର୍ଯାଳୟ ଠାରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ଶ୍ରୀ ସବୀର ହୁସେନ ବକ୍ତବ୍ୟରେ କହିଲେ, ରାଜ୍ୟ ବିଜେପି ସରକାର ପୂର୍ବରୁ ଥିବା ମନରେଗା ନାମ ପରିବର୍ତ୍ତନ ରଦ୍ଧ କରାଯାଉ, ଟାଟା ପାୱାରର ମନମୁଖୀ କାରବାର ବନ୍ଦ କରିବା ସହ ଚାଷୀମାନଙ୍କ ଧାନ ମଣ୍ଡିରୁ ଠିକ ସମୟରେ ଉଠାଯିବା ଭଳି ବିଭିନ୍ନ ପ୍ରସ୍ତାବ ଉପରେ ନିଜର ମତ ରଖି ଥିଲେ