ଅତାବିରା: ପୁରୁଣା ଓ୍ବାରେଣ୍ଟରେ ଜଣେ ବ୍ୟକ୍ତିକୁ ଗିରଫ କଲା ଅତାବିରା ପୋଲିସ
କେସ ନମ୍ବର ୧୨୫/୨୦୨୧ ଓ କେସ ନମ୍ବର ୭୯/୨୦୧୬ ଅନୁସାରେ ପୁରୁଣା ଓ୍ବାରେଣ୍ଟରେ ଅତାବିରା ଥାନା ଅଧିନ ଲାଦରପାଲି ଗ୍ରାମର ଚିନ୍ମୟ ଦାସ ଓରଫ ଗୁଡୁଲୁ କୁ ଅତାବିରା ପୋଲିସ ଆଜି ରବିବାର ସନ୍ଦ୍ୟା ୫ଟାରେ ଅତାବିରା ଅଂଚଳରେ ଗିରଫ କରି କୋର୍ଟ ଚାଳଣା କରିଥିବା ଥାନା ଅଧିକାରୀ ପ୍ରକାଶ କର୍ଣ୍ନ ସୂଚନା ଦେଇଛନ୍ତି |