ସମ୍ବଲପୁର ଜିଲ୍ଲା କ୍ରୀଡା ସଂଘର ଜଣେ ଖେଳାଳି ହେଲେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ମିଳିଥିବା ସୂଚନା ଅନୁଯାଇ ଜତୀନ୍ଦ୍ର ବରିହା ନାମକ ଜଣେ କବାଡ଼ି ଖେଳାଳି ଜୁନିଅର ନାସନାଲ ଚମ୍ପିୟାନ ପାଇଁ ଚୟନ ହେଇଥିଲେ l ହେଲେ ପରର୍ବତ୍ତି ସମୟ ରେ ତାଙ୍କ ନା ଲିଷ୍ଟ କାଟିଦେଇଥିବା ନେଇ ଉକ୍ତ ଖେଳାଳି ଜଣକ ପ୍ରଗତୀ କ୍ଲବ ର କିଛି ଖେଳାଳି ଙ୍କ ସହ ଆଜି ଦିନ 2ଟାରେ ଜିଲ୍ଲାପାଳଙ୍କ ଅଫିସ କୁ ଆସି ନ୍ୟାୟ ପାଇଁ ଅଭିଯୋଗ କରିଥିବା ସୂଚନା ମିଳିଛି l