Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ପଟ୍ଟାଙ୍ଗୀ: କାନ୍ଦିଲି ଗୀର୍ଜା ଗୃହ ପରିଦର୍ଶନ କରିବା ସହିତ ଲୋକଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କଲେ ବିଧାୟକ

Pottangi, Koraput | Jan 18, 2026
ପଟାଙ୍ଗୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପେଟରୁ ଗ୍ରାମ ପଞ୍ଚାୟତର କାନ୍ଦିଲି ଗୀର୍ଜା ଗୃହ ପରିଦର୍ଶନ କରିବା ସହିତ ଲୋକଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି ପଟାଙ୍ଗୀ ବିଧାୟକ ତଥା କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡାମ। ଆଗାମୀ ଦିନରେ ଏହି ଗୀର୍ଜା ଗୃହର ଉନ୍ନତି ନିମନ୍ତେ ଯଥାସମ୍ଭବ ପାଣ୍ଠି ଯୋଗାଇବାକୁ ବିଧାୟକ ପ୍ରତିଶ୍ରୁତି ଦେଇଥିବା ଦିନ ୩ଟା ସମୟରେ ବିଧାୟକଙ୍କ ତରଫରୁ ସୂଚନା।

MORE NEWS

ପଟ୍ଟାଙ୍ଗୀ: କାନ୍ଦିଲି ଗୀର୍ଜା ଗୃହ ପରିଦର୍ଶନ କରିବା ସହିତ ଲୋକଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କଲେ ବିଧାୟକ - Pottangi News