Public App Logo
Jansamasya
National
Haryana
Pmmsy
Matsyasampadasesamriddhi
���ीएसटी
Cybersecurityawareness
Nextgengst
Fidfimpact
Happydiwali
Diwali2025
Railinfra4andhrapradesh
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat

ଟିଟିଲାଗଡ: ଯାଦବ ନେତା ପିତାମ୍ବର ବଗର୍ତ୍ତିଙ୍କ ପରଲୋକ ଗମନ - ଅଞ୍ଚଳରେ ଶୋକାକୁଳ ପରିବେଶ

Titlagarh, Balangir | Nov 3, 2025
ଟିଟିଲାଗଡ଼ ଯାଦବ ସମାଜର ଜଣେ ଦକ୍ଷ ସଂଗଠକ, ତଥା ଟିଟିଲାଗଡ଼ର ପୂର୍ବତନ ବ୍ଲକ ଅଧ୍ୟକ୍ଷ, ଯାଦବ ସମାଜର ସଭାପତି ଶ୍ରୀ ପିତାମ୍ବର ବଗର୍ତ୍ତିଙ୍କ ପରଲୋକ ଗମନ ଘଟିଛି। ତେବେ କିଛି ବର୍ଷ ହେବ ପକ୍ଷାଘାତ ରୋଗରେ ପିଡୀତ ହୋଇ ଚିକିତ୍ସିତ ହେଉଥିଲେ। ତେବେ ଗତ ରାତିରେ ତାଙ୍କର ପରଲୋକ ଗମନ କରିଛନ୍ତି। ଏହି ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଯାଦବ ନେତା ମନୋଜ ହାତୀ, ଘିନୁ ଆଡଯୁଆଡ, ବାଳକୃଷ୍ଣ ଷ। ଣ୍ଢଙ୍କ ସମେତ ଅନ୍ୟାନ୍ୟ ଲୋକେ ଶୋକ ପ୍ରକାଶ କରିଛନ୍ତି।

MORE NEWS