ନୂଆଗାଁ ବ୍ଲକର ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅନ୍ତର୍ଗତ ପୁରୁଣାପାଣି କ୍ଲଷ୍ଟରର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ଜାହାଡ଼ିଟୋଲି ପରିସରରେ କ୍ଲଷ୍ଟରସ୍ତରୀୟ ସୁରଭୀ ୨୦୨୫ ଅନୁଷ୍ଠିତ ହୋଇଯାଇଛି।ପୁରୁଣାପାଣି କ୍ଲଷ୍ଟରର ସିଆରସିସି ରମେଶ ଲାଖୁଆଙ୍କ ତତ୍ତ୍ଵାବଧାନରେ ଆୟୋଜନ କରାଯାଇଥିଲା।ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ଅମୀର ଖାନ ପରିଚାଳନା କରିଥିଲେ।