କଣ୍ଟାମାଳ: ସୁବର୍ଣ୍ଣପାଲିରେ ରାସ୍ତା ଉପରେ ଜମି ରହୁଛି ଆବର୍ଜନା ପାଣି, ସମସ୍ୟା ଭୋଗୁଛନ୍ତି ଦୁଇଟି ପଡାବାସୀ #jansamasya
Kantamal, Boudh (Bauda) | Aug 28, 2025
ଗୁରୁବାର ଦିନ କଣ୍ଟାମାଳ ବ୍ଲକ ମନମୁଣ୍ଡା ଗ୍ରାମ ପଞ୍ଚାୟତ ସୁବର୍ଣ୍ଣପାଲିର ରାସ୍ତା ଉପରେ ଆବର୍ଜନା ପାଣି ଜମି ରହୁଥିବା ଯୋଗୁଁ ଦୁଇଟି ପଡାବାସୀ...