ଝରିଗାଁ: ବଡ଼ନୀ ଆଶ୍ରମ ବିଦ୍ୟାଳୟକୁ ଅଚାନକ ଗସ୍ତ କରି ପିଲାଙ୍କ ସହ ମଧ୍ୟାହ୍ନ ଭୋଜନ କଲେ ଝରୀଗାଁ ବିଧାୟକ
ବଡ଼ନୀ ଆଶ୍ରମ ବିଦ୍ୟାଳୟ କୁ ଅଚାନକ ଗସ୍ତ କରି ପିଲାଙ୍କ ସହ ମଧ୍ୟାହ୍ନ ଭୋଜନ କଲେ ଝରୀଗାଁ ବିଧାୟକ ଝରୀଗାଁ ବିଧାୟକ ଶ୍ରୀ ନରସିଂହ ଭତରା ଆଜି ଝରିଗାଁ ବ୍ଲକ ଅନ୍ତର୍ଗତ ପାଳିଆ ପଞ୍ଚାୟତ ବଡନି ଗ୍ରାମର ଆଶ୍ରମ ବିଦ୍ୟାଳୟ କୁ ଅଚାନକ ଗସ୍ତ ଛାତ୍ର/ଛାତ୍ରୀ ଙ୍କ ସହ ମଧ୍ୟାନ ଭୋଜନ କରିଥିଲେ ଏହା ସହ ସେଠାରେ ଥିବା ସୁବିଧା ଅସୁବିଧା ସମ୍ପର୍କରେ ଛାତ୍ର ଛାତ୍ରୀ ଏବଂ ସମସ୍ତ କର୍ମଚାରୀଙ୍କ ଠାରୁ ପଚାରି ବୁଝିଥିଲେ, ବିଧାୟକ ଙ୍କ ଏଭଳି ଅଚାନକ ଗସ୍ତ କାର୍ଯ୍ୟକ୍ରମ କୁ ନେଇ ସବୁ ମହଲରେ ପ୍ରଶଂସା କରାଯାଇଛି