ରେଙ୍ଗାଲି: ଭିଏସଏସ ଷ୍ଟାଡିୟମ ଠାରେ ବ୍ଲକସ୍ତରୀୟ ସାଂସଦ ଖେଳ ମହୋତ୍ସବ ଅନୁଷ୍ଠିତ
ଆଜି ଭିଏସଏସ ଷ୍ଟାଡିୟମ ଠାରେ ବ୍ଲକସ୍ତରୀୟ ସାଂସଦ ଖେଳ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଆଜି ଧନକଉଡ଼ା ବ୍ଲକ ର ବିଭିନ୍ନ କଲେଜ ଓ ସ୍କୁଲ ର ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ l ଏହି ମହୋତ୍ସବ ରେ ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ଵର ବଳିରାମ ବୋନ୍ଦର ଉଦ୍ଘାଟନ କରିଛନ୍ତି।ଏହି ଉଦ୍ଘାଟନୀ ଉତ୍ସବ ରେ ସମ୍ମାନିତ ଅତିଥି ଭାବେ ବିଜେପି ସଭାପତି ଗିରୀଶ ପଟେଲ ଯୋଗ ଦେଇଥିଲା l ତୃଣମୂଳସ୍ତରରୁ ଖେଳ ପ୍ରତିଭାମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ପ୍ରଶିକ୍ଷଣ ଓ ସୁବିଧା ଯୋଗାଇ କ୍ରୀଡାକ୍ଷେତ୍ରରେ ପ୍ରୋତ୍ସାହିତ କରିବାକୁ ଏହି କାର୍ଯ୍ୟକ୍ରମ ଲକ୍ଷ ରଖିଛି। ଯାହା ମାଧ୍ୟମରେ ସେମାନେ ଭବିଷ୍ୟତରେ ର