ବଡଚଣା: ମାଂସଡା ସ୍ଥିତ ମୁଖ୍ୟ ରାସ୍ତା ଅବରୋଧ କଲେ ଚାଷୀ,ଖଇରିଆ ସମବାୟ ସମିତିର ଧାନ ନଉଠିବାରୁ ତହସିଲଦାରଙ୍କ ଗାଡ଼ି ଆଗରେ ଶୋଇଲେ ଚାଷୀ |
ସମବାୟ ମନ୍ତ୍ରୀଙ୍କ ଜିଲ୍ଲାରେ ଚାଷୀ ହନ୍ତସନ୍ତ | ଉଠିଲା ନାହିଁ ଧାନ, ସୋମବାର 5:45 ସମୟରେ ତହସିଲଦାରଙ୍କ ଗାଡ଼ି ଆଗରେ ଶୋଇଲେ ଚାଷୀ | ସରକାରଙ୍କ ଉପରେ ବର୍ଷିଲେ ଚାଷୀ | ମାତ୍ରା କିଛି ଦିନ ତଳେ ମଣ୍ଡିରୁ ଧାନ ନଉଠୁଥିବା ଅଭିଯୋଗ କରି ରାସ୍ତାରୋକ କରିଥଲେ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଅଧିନ ଖଇରା କୃଷି ସମବାୟ ସମିତିର ଚାଷୀ ମାନେ | ପରେ ତହସିଲଦାର ସୁଧାଂଶୁ ଶେଖର ସାଓ, ବିଞ୍ଝାରପୁର ଥାନା ଅଧିକାରୀଙ୍କ ବୁଝା ଶୁଝା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। କିନ୍ତୁ ମିଲରଙ୍କ ମନମାନି ଯୋଗୁଁ ପ୍ରଶାସନିକ ପ୍ରତିଶ୍ରୁତି ଫେଲ୍ ମାରିଲା। ଗାଡ଼ି ଆସିଲାନି କି ଧାନ ଉଠିଲା ନାହିଁ | ତେଣ