ସୂଚନା ଅନୁସାରେ,ବନ୍ତଳା ଥାନା ଅନ୍ତର୍ଗତ ଏକ ଗ୍ରାମର ଜନୈକା ନାବାଳିକାକୁ ତାର ମାମୁଁ ସୁଦିପ ଓରଫ ଟେଙ୍କାରୁ ଗୋଛାୟତ ଅସଦାଚରଣ କରିଥିଲା । ଏହି ଘଟଣା ସମ୍ପର୍କରେ ନାବାଳିକା ନିଜ ବାପାକୁ ଜଣାଇବାପରେ ନାବାଳିକାର ଚାର ବାପା ଏ ବିଷୟରେ ଗତ ୧୦.୦୯. ୨୦୨୪ରେ ଅନୁଗୁଳ ଥାନାରେ ଏକ ଲିଖୂତ ଅଭିଯୋଗ କରିଥିଲେ I ଉତ୍କ୍ର ଏତେଲା କୁ ଭିତିକରି ଅନୁଗୁଳ ଥାନାରେ ଦଫା 64(2) (f)/65(2)ବି ଏନ ଏସ ଏବଂ ପୋକସୋ ଆକ୍ଟରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ସୁଦିପ ଓରଫ ଟେଙ୍କାରୁ ଗୋଛାୟତକୁ ଥାନା ଅଧୂକାରୀ ଧୀରେଶ ଦାସ ଗିରଫ କାରି କୋର୍ଟ ଚାଲାଣ କରିଥିଲେ । ଆଜି ବୁଧବାର ଅନୁଗୁଳ ମାନ୍ୟବର ଅତିରିକୁ ଜିଲ