କୋରାପୁଟ ସହର: ସୋମବାର କୋରାପୁଟ ସଦଭାବନା ସଭାଗୃହ ଠାରେ ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଏବଂ ଜନ ଶୁଣାଣୀ ଶିବିର ଅନୁଷ୍ଠିତ ହେବା ନେଇ ସୂଚନା
Koraput Town, Koraput | Aug 31, 2025
କୋରାପୁଟ ସଦରମହକୁମା ସଦଭାବନା ସଭାଗୃହ ଠାରେ ସୋମବାର ଜିଲ୍ଲା ସ୍ତରୀୟ ଅଭିଯୋଗ ଏବଂ ଜନ ଶୁଣାଣୀ ଶିବିର ଅନୁଷ୍ଠିତ ହେବା ନେଇ ଜିଲ୍ଲା ପ୍ରଶାସନ...